"ପିନ୍"
"ଫ୍ରିଫର୍ମ"
"ଡେସ୍କଟପ"
"ଏକ୍ସଟର୍ନଲ ଡିସପ୍ଲେକୁ ମୁଭ କରନ୍ତୁ"
"ଡେସ୍କଟପ"
"ବର୍ତ୍ତମାନର କୌଣସି ଆଇଟମ ନାହିଁ"
"ଆପ ବ୍ୟବହାର ସେଟିଂସ"
"ସବୁ ଖାଲି କରନ୍ତୁ"
"ବର୍ତ୍ତମାନର ଆପ୍"
"%1$s %2$s"
"< 1 ମିନିଟ୍"
"ଆଜି %1$s ବାକି ଅଛି"
"ଆପ୍ ପରାମର୍ଶଗୁଡ଼ିକ"
"ଆପଣ ପୂର୍ବାନୁମାନ କରିଥିବା ଆପ୍ସ"
"ଆପଣଙ୍କ ହୋମ ସ୍କ୍ରିନର ତଳ ଧାଡ଼ିରେ ଆପ ପରାମର୍ଶଗୁଡ଼ିକ ପାଆନ୍ତୁ"
"ଆପଣଙ୍କ ହୋମ ସ୍କ୍ରିନର ପସନ୍ଦର ଧାଡ଼ିରେ ଆପ ପରାମର୍ଶଗୁଡ଼ିକ ପାଆନ୍ତୁ"
"ଆପଣଙ୍କର ସବୁଠାରୁ ଅଧିକ-ବ୍ୟବହୃତ ଆପ୍ସକୁ ସିଧା ହୋମ ସ୍କ୍ରିନରେ ସହଜରେ ଆକ୍ସେସ କରନ୍ତୁ। ଆପଣଙ୍କ ରୁଟିନଗୁଡ଼ିକ ଆଧାରରେ ପରାମର୍ଶଗୁଡ଼ିକ ପରିବର୍ତ୍ତିତ ହେବ। ତଳ ଧାଡ଼ିରେ ଥିବା ଆପ୍ସ ଆପଣଙ୍କ ହୋମ ସ୍କ୍ରିନକୁ ମୁଭ ହୋଇଯିବ।"
"ହୋମ ସ୍କ୍ରିନରେ ହିଁ ଆପଣଙ୍କର ସବୁଠାରୁ ଅଧିକ-ବ୍ୟବହୃତ ଆପ୍ସକୁ ସହଜରେ ଆକ୍ସେସ କରନ୍ତୁ। ଆପଣଙ୍କ ରୁଟିନଗୁଡ଼ିକ ଆଧାରରେ ପରାମର୍ଶଗୁଡ଼ିକ ବଦଳିବ। ଆପଣଙ୍କ ହୋମ ସ୍କ୍ରିନକୁ ପସନ୍ଦର ଧାଡ଼ିରେ ଥିବା ଆପ୍ସ ମୁଭ ହୋଇଯିବ।"
"ଆପ୍ ପରାମର୍ଶଗୁଡ଼ିକ ପାଆନ୍ତୁ"
"ନାହିଁ, ଥାଉ"
"ସେଟିଂସ"
"ସବୁଠାରୁ ଅଧିକ-ବ୍ୟବହୃତ ଆପଗୁଡ଼ିକ ଏଠାରେ ଦେଖାଯାଏ ଏବଂ ରୁଟିନଗୁଡ଼ିକ ଆଧାରରେ ପରିବର୍ତ୍ତିତ ହୋଇଥାଏ"
"ଆପ୍ ପରାମର୍ଶଗୁଡ଼ିକ ପାଇବାକୁ ଆପଗୁଡ଼ିକୁ ତଳ ଧାଡ଼ିରୁ ଟାଣି ଆଣନ୍ତୁ"
"ଆପ୍ ପରାମର୍ଶଗୁଡ଼ିକ ଖାଲି ସ୍ଥାନରେ ଯୋଗ କରାଯାଇଛି"
"ଆପ୍ ପରାମର୍ଶଗୁଡ଼ିକୁ ସକ୍ଷମ କରାଯାଇଛି"
"ଆପ୍ ପରାମର୍ଶଗୁଡ଼ିକୁ ଅକ୍ଷମ କରାଯାଇଛି"
"ପୂର୍ବାନୁମାନ କରାଯାଇଥିବା ଆପ୍: %1$s"
"ଆପଣଙ୍କ ଡିଭାଇସକୁ ରୋଟେଟ କରନ୍ତୁ"
"ଜେଶ୍ଚର ନାଭିଗେସନ ଟ୍ୟୁଟୋରିଆଲ ସମ୍ପୂର୍ଣ୍ଣ କରିବାକୁ ଦୟାକରି ଆପଣଙ୍କ ଡିଭାଇସ ରୋଟେଟ କରନ୍ତୁ"
"ଆପଣ ସ୍କ୍ରିନର ଏକଦମ-ଡାହାଣ ବା ବାମ ଧାରରୁ ସ୍ୱାଇପ କରୁଥିବା ସୁନିଶ୍ଚିତ କରନ୍ତୁ।"
"ଆପଣ ସ୍କ୍ରିନର ଡାହାଣ ବା ବାମ ଧାରରୁ ମଝିକୁ ସ୍ୱାଇପ କରି ଛାଡ଼ି ଦେଉଥିବା ସୁନିଶ୍ଚିତ କରନ୍ତୁ"
"ଆପଣ ଡାହାଣରୁ ସ୍ୱାଇପ୍ କରି ପଛକୁ କିପରି ଫେରିବେ ତାହା ଜାଣିଲେ। ତା\'ପରେ, ଆପକୁ କିପରି ସ୍ୱିଚ୍ କରିବେ ତାହା ଜାଣନ୍ତୁ।"
"ଆପଣ \'ପଛକୁ ଫେରନ୍ତୁ\' ଜେଶ୍ଚର୍ ସମ୍ପୂର୍ଣ୍ଣ କରିଛନ୍ତି। ତା\'ପରେ, ଆପଗୁଡ଼ିକୁ କିପରି ସ୍ୱିଚ୍ କରିବେ ତାହା ଜାଣନ୍ତୁ।"
"ଆପଣ \'ପଛକୁ ଫେରନ୍ତୁ\' ଜେଶ୍ଚର ସମ୍ପୂର୍ଣ୍ଣ କରିଛନ୍ତି"
"ଆପଣ ସ୍କ୍ରିନର ତଳଭାଗର ଅତି ନିକଟରୁ ସ୍ୱାଇପ କରୁନଥିବା ସୁନିଶ୍ଚିତ କରନ୍ତୁ"
"ପଛକୁ ଫେରିବା ଜେଶ୍ଚରର ସମ୍ବେଦନଶୀଳତା ବଦଳାଇବାକୁ ସେଟିଂସକୁ ଯାଆନ୍ତୁ"
"ପଛକୁ ଫେରିବା ପାଇଁ ସ୍ୱାଇପ୍ କରନ୍ତୁ"
"ପୂର୍ବ ସ୍କ୍ରିନକୁ ଫେରିବା ପାଇଁ, ସ୍କ୍ରିନର ବାମ କିମ୍ବା ଡାହାଣ ଧାରରୁ ମଝିକୁ ସ୍ୱାଇପ କରନ୍ତୁ।"
"ପଛକୁ ଫେରନ୍ତୁ"
"ସ୍କ୍ରିନର ବାମ କିମ୍ବା ଡାହାଣ ଧାରରୁ ମଝିକୁ ସ୍ୱାଇପ କରନ୍ତୁ"
"ଆପଣ ସ୍କ୍ରିନର ତଳ ଧାରରୁ ଉପରକୁ ସ୍ୱାଇପ କରୁଥିବା ସୁନିଶ୍ଚିତ କରନ୍ତୁ"
"ଆପଣ ଛାଡ଼ିବା ପୂର୍ବରୁ ବିରତ କରୁନଥିବା ସୁନିଶ୍ଚିତ କରନ୍ତୁ।"
"ଆପଣ ସିଧା ଉପରକୁ ସ୍ୱାଇପ କରୁଥିବା ସୁନିଶ୍ଚିତ କରନ୍ତୁ"
"ଆପଣ \'ହୋମକୁ ଯାଆନ୍ତୁ\' ଜେଶ୍ଚର ସମ୍ପୂର୍ଣ୍ଣ କରିଛନ୍ତି। ତା\'ପରେ, ପଛକୁ କିପରି ଫେରିବେ ତାହା ଜାଣନ୍ତୁ।"
"ଆପଣ \'ମୂଳପୃଷ୍ଠାକୁ ଯାଆନ୍ତୁ\' ଜେଶ୍ଚର୍ ସମ୍ପୂର୍ଣ୍ଣ କରିଛନ୍ତି।"
"ହୋମକୁ ଯିବା ପାଇଁ ସ୍ୱାଇପ କରନ୍ତୁ"
"ଆପଣଙ୍କ ସ୍କ୍ରିନର ତଳୁ ଉପରକୁ ସ୍ୱାଇପ କରନ୍ତୁ। ଏହି ଜେଶ୍ଚର ସର୍ବଦା ଆପଣଙ୍କୁ ହୋମ ସ୍କ୍ରିନକୁ ନେଇଥାଏ।"
"ହୋମକୁ ଯାଆନ୍ତୁ"
"ଆପଣଙ୍କ ସ୍କ୍ରିନର ତଳୁ ଉପରକୁ ସ୍ୱାଇପ କରନ୍ତୁ"
"ବଢ଼ିଆ କାମ!"
"ଆପଣ ସ୍କ୍ରିନର ତଳ ଧାରରୁ ଉପରକୁ ସ୍ୱାଇପ କରୁଥିବା ସୁନିଶ୍ଚିତ କରନ୍ତୁ"
"ୱିଣ୍ଡୋକୁ ରିଲିଜ୍ କରିବା ପୂର୍ବରୁ ଅଧିକ ସମୟ ଧରି ରଖିବାକୁ ଚେଷ୍ଟା କରନ୍ତୁ।"
"ଆପଣ ସିଧା ଉପରକୁ ସ୍ୱାଇପ କରି ତା\'ପରେ ବିରତ କରୁଥିବା ସୁନିଶ୍ଚିତ କରନ୍ତୁ।"
"ଜେଶ୍ଚରଗୁଡ଼ିକୁ କିପରି ବ୍ୟବହାର କରାଯିବ ଆପଣ ତାହା ଶିଖିଛନ୍ତି। ଜେଶ୍ଚରଗୁଡ଼ିକୁ ବନ୍ଦ କରିବାକୁ, ସେଟିଂସକୁ ଯାଆନ୍ତୁ।"
"ଆପଣ \'ଆପଗୁଡ଼ିକୁ ସ୍ୱିଚ୍ କରନ୍ତୁ\' ଜେଶ୍ଚର୍ ସମ୍ପୂର୍ଣ୍ଣ କରିଛନ୍ତି।"
"ଆପଗୁଡ଼ିକୁ ସ୍ୱିଚ୍ କରିବା ପାଇଁ ସ୍ୱାଇପ୍ କରନ୍ତୁ"
"ଆପ୍ସ ମଧ୍ୟରେ ସୁଇଚ କରିବାକୁ, ସ୍କ୍ରିନର ତଳୁ ଉପରକୁ ସ୍ୱାଇପ କରନ୍ତୁ, ଧରି ରଖନ୍ତୁ, ତା\'ପରେ ରିଲିଜ କରନ୍ତୁ।"
"ଆପ୍ସ ସୁଇଚ କରନ୍ତୁ"
"ଆପଣଙ୍କ ସ୍କ୍ରିନର ତଳୁ ଉପରକୁ ସ୍ୱାଇପ କରି ଧରି ରଖନ୍ତୁ, ତା\'ପରେ ରିଲିଜ କରନ୍ତୁ"
"ବହୁତ ବଢ଼ିଆ!"
"ସବୁ ପ୍ରସ୍ତୁତ"
"ହୋଇଗଲା"
"ସେଟିଂସ"
"ପୁଣି ଚେଷ୍ଟା କରନ୍ତୁ"
"ବଢ଼ିଆ!"
"ଟ୍ୟୁଟୋରିଆଲ୍ %1$d/%2$d"
"ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ!"
"ହୋମକୁ ଯିବା ପାଇଁ ଉପରକୁ ସ୍ୱାଇପ କରନ୍ତୁ"
"ଆପଣଙ୍କ ହୋମ ସ୍କ୍ରିନକୁ ଯିବା ପାଇଁ ହୋମ ବଟନରେ ଟାପ କରନ୍ତୁ"
"ଆପଣ ଆପଣଙ୍କ %1$s ବ୍ୟବହାର କରିବା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି"
"ଡିଭାଇସ"
"ସିଷ୍ଟମ ନାଭିଗେସନ ସେଟିଂସ"
"ସେୟାର୍ କରନ୍ତୁ"
"ସ୍କ୍ରିନସଟ୍"
"ସ୍ପ୍ଲିଟ୍"
"ଆପ ପେୟାର ସେଭ କରନ୍ତୁ"
"ସ୍ପ୍ଲିଟସ୍କ୍ରିନ ବ୍ୟବହାର କରିବାକୁ ଅନ୍ୟ ଏକ ଆପରେ ଟାପ କର"
"ସ୍ପ୍ଲିଟ ସ୍କ୍ରିନ ବ୍ୟବହାର କରିବାକୁ ଅନ୍ୟ ଏକ ଆପ ବାଛନ୍ତୁ"
"ବାତିଲ କରନ୍ତୁ"
"ସ୍ପ୍ଲିଟ ସ୍କ୍ରିନ ଚୟନରୁ ବାହାରି ଯାଆନ୍ତୁ"
"ସ୍ପ୍ଲିଟ ସ୍କ୍ରିନ ବ୍ୟବହାର କରିବାକୁ ଅନ୍ୟ ଏକ ଆପ ବାଛନ୍ତୁ"
"ଆପ୍ କିମ୍ବା ଆପଣଙ୍କ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକୁ ଅନୁମତି ଦିଆଯାଇ ନାହିଁ"
"ୱିଜେଟଗୁଡ଼ିକ ବର୍ତ୍ତମାନ ସମର୍ଥିତ ନୁହେଁ, ଦୟାକରି ଅନ୍ୟ ଏକ ଆପ ଚୟନ କରନ୍ତୁ"
"ନାଭିଗେସନ୍ ଟ୍ୟୁଟୋରିଆଲକୁ ବାଦ୍ ଦେବେ?"
"ଆପଣ ପରେ ଏହାକୁ %1$s ଆପରେ ପାଇପାରିବେ"
"ବାତିଲ କରନ୍ତୁ"
"ବାଦ୍ ଦିଅନ୍ତୁ"
"ସ୍କ୍ରିନ ଘୂରାନ୍ତୁ"
"ଟାସ୍କବାର ଶିକ୍ଷା"
"ଥରକେ 2ଟି ଆପ୍ସ ବ୍ୟବହାର କରିବା ପାଇଁ ଏକ ଆପକୁ ପାର୍ଶ୍ୱକୁ ଡ୍ରାଗ କର"
"ଟାସ୍କବାର ଦେଖାଇବା ପାଇଁ ଉପରକୁ ଧୀରେ-ସ୍ୱାଇପ କରନ୍ତୁ"
"ଆପଣଙ୍କ ରୁଟିନ ଆଧାରରେ ଆପ ପରାମର୍ଶଗୁଡ଼ିକୁ ପାଆନ୍ତୁ"
"ଟାସ୍କବାର ପିନ କରିବା ପାଇଁ ଡିଭାଇଡରକୁ ଅଧିକ ସମୟ ଦବାନ୍ତୁ"
"ଟାସ୍କବାର ମାଧ୍ୟମରେ ଆହୁରି ଅନେକ କିଛି କରନ୍ତୁ"
"ସର୍ବଦା ଟାସ୍କବାର ଦେଖାନ୍ତୁ"
"ଆପଣଙ୍କ ସ୍କ୍ରିନର ନିମ୍ନରେ ସର୍ବଦା ଟାସ୍କବାର ଦେଖାଇବା ପାଇଁ ଡିଭାଇଡରକୁ ସ୍ପର୍ଶ କରି ଧରି ରଖନ୍ତୁ"
"ଆପଣଙ୍କ ସ୍କ୍ରିନରେ କଣ ଅଛି ତାହା ସର୍ଚ୍ଚ କରିବା ପାଇଁ ଆକ୍ସନ କୀ\'କୁ ସ୍ପର୍ଶ କରି ଧରି ରଖନ୍ତୁ"
"ସର୍ଚ୍ଚ କରିବା ପାଇଁ ଏହି ପ୍ରଡକ୍ଟ ଆପଣଙ୍କ ସ୍କ୍ରିନର ଚୟନିତ ଅଂଶକୁ ବ୍ୟବହାର କରେ। Googleର <a href="%1$s">ଗୋପନୀୟତା ନୀତି</a> ଏବଂ <a href="%2$s">ସେବାର ସର୍ତ୍ତାବଳୀ</a> ଲାଗୁ ହୁଏ।"
"ବନ୍ଦ କରନ୍ତୁ"
"ହୋଇଗଲା"
"ହୋମ"
"ଆକ୍ସେସିବିଲିଟୀ"
"ପଛକୁ ଫେରନ୍ତୁ"
"IME ସ୍ୱିଚର"
"ବର୍ତ୍ତମାନର"
"ବିଜ୍ଞପ୍ତିଗୁଡ଼ିକ"
"କୁଇକ ସେଟିଂସ"
"ଟାସ୍କବାର"
"ଟାସ୍କବାର ଦେଖାଯାଇଛି"
"ଟାସ୍କବାର ଓ ବବଲ ବାମରେ ଦେଖାଯାଇଛି"
"ଟାସ୍କବାର ଓ ବବଲ ଡାହାଣରେ ଦେଖାଯାଇଛି"
"ଟାସ୍କବାର ଲୁଚାଯାଇଛି"
"ଟାସ୍କବାର ଓ ବବଲ ଲୁଚାଯାଇଛି"
"ନାଭିଗେସନ ବାର"
"ସର୍ବଦା ଟାସ୍କବାର ଦେଖାନ୍ତୁ"
"ନାଭିଗେସନ ମୋଡ ପରିବର୍ତ୍ତନ କରନ୍ତୁ"
"ଟାସ୍କବାର ଡିଭାଇଡର"
"ଟାସ୍କବାର ଓଭରଫ୍ଲୋ"
"ଶୀର୍ଷ/ବାମକୁ ମୁଭ କରନ୍ତୁ"
"ନିମ୍ନ/ଡାହାଣକୁ ମୁଭ କରନ୍ତୁ"
"{count,plural, =1{ଅଧିକ ଆପ}other{ଅଧିକ ଆପ୍ସ}}"
"ଡେସ୍କଟପ"
"%1$s ଏବଂ %2$s"
"ବବଲ"
"ଓଭରଫ୍ଲୋ"
"%2$sରୁ %1$s"
"%1$s ଏବଂ ଅଧିକ %2$d"
"ବାମକୁ ମୁଭ କରନ୍ତୁ"
"ଡାହାଣକୁ ମୁଭ କରନ୍ତୁ"
"ସବୁ ଖାରଜ କରନ୍ତୁ"
"%1$s ବିସ୍ତାର କରନ୍ତୁ"
"%1$s ସଙ୍କୁଚିତ କରନ୍ତୁ"
"ସର୍ଚ୍ଚ କରିବାକୁ ସର୍କଲ କରନ୍ତୁ"